OSSSC Statistical Field Surveyor, Assistant Revenue Inspector, Amin, Forest Guard, and Excise Constable Group C Requirement Exam Held on 30-01-2022 Question Paper and Answer Key

Odisha Sub-ordinate Staff Selection Commission (OSSSC) Statistical Field Surveyor, Assistant Revenue Inspector, Amin, Forest Guard, and Excise Constable Group C Requirement Examination Held on 30-01-2022

PART-I

ARITHMETIC : 40 Marks

Instructions: Each question under this part carries ONE mark. Please read each question carefully and answer them by selecting the right one out of the multiple answers given below each as A, B, C & D.

There shall be negative marking @ 0.5 mark per question for wrong/multiple answers.

1. If a : b = 2 : 3, then find (5a – 2b) : (a + 3b)

ଯଦି a : b = 2 : 3, ହୁଏ, ତେବେ (5a – 2b) : (a + 3b) କେତେ?

(A)  1 : 1

(B)  3 : 2

(C)  11 : 4

(D)  4 : 11

Answer:(D)

2. 

(A)  81

(B)  1

(C)  9

(D)  27

Answer:(A)

3. Which of the following numbers is a perfect square number?

ନିମ୍ନଲିଖିତ ସଂଖ୍ୟାମାନଙ୍କ ମଧ୍ୟରୁ କେଉଁଟି ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା?

(A)  12.1

(B)  2.56

(C)  0.004

(D)  0.036

Answer:(B)

4. What is the smallest number by which 10976 must be divided to make it a perfect cube?

କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା 10976 କୁ ଭାଗ କଲେ ତାହା ଗୋଟିଏ ପୂର୍ଣ୍ଣଘନ ସଂଖ୍ୟା ହୋଇପାରିବ ?

(A)  8

(B)  2

(C)  4

(D)  7

Answer:(C)

5. If 11 eggs are bought for Rs. 10 and 10 eggs are sold for Rs. 11, what is the percentage of gain or loss?

ଯଦି 10 ଟଙ୍କାର 11 ଟି ଅଣ୍ଡା କିଣାଯାଏ ଓ 11 ଟଙ୍କାରେ 10 ଟି ଅଣ୍ଡା ବିକ୍ରି କରାଯାଏ, ତେବେ ଶତକଡା କେତେ ଲାଭ ବା କ୍ଷତି ହେବ?

(A)  21% loss (କ୍ଷତି)

(B)  20% loss (କ୍ଷତି)

(C)  20% gain (ଲାଭ)

(D)  21% gain (ଲାଭ)

Answer:(D)

6. 10 examiners can evaluate 2000 answer sheets in 8 days. In how many days, 12 examiners can evaluate 3000 answer sheets?

10 ଜଣ B 8 ଦିନରେ 2000 ଖାତା ମୂଲ୍ୟାଙ୍କନ କରିପାରନ୍ତି । ତେବେ 12 ଜଣ ପରୀକ୍ଷକ କେତେ ଦିନରେ 3000 ଖାତା ମୂଲ୍ୟାଙ୍କନ କରିପାରିବେ ?

(A)  10 days

(B)  20 days

(C)  15 days

(D)   

Answer:(A)

7. How many numbers up to 400 are divisible by 5 and 7 together?

400 ପର୍ଯ୍ୟନ୍ତ କେତୋଟି ସଂଖ୍ୟା ଉଭୟ 5 ଏବଂ 7 ଦ୍ୱାରା ବିଭାଜ୍ୟ ଅଟେ ?

(A)  12

(B)  11

(C)  10

(D)  9

Answer:(B)

8. The difference between 90% and 75% of a number is 225. Then find out 82% of the number.

ଗୋଟିଏ ସଂଖ୍ୟାର ଶତକଡା 90 ଏବଂ ଶତକଡା 75 ମଧ୍ୟରେ ଅନ୍ତର 225 ଅଟେ । ତେବେ ସଂଖ୍ୟାଟିର ଶତକଡା 82 କେତେ?

(A)  1200

(B)  2250

(C)  1230

(D)  1500

Answer:(C)

9. If A : B = 4 and B : C = 7 : 8, then find A : C

ଯଦି A : B = 4 ଏବଂ B : C = 7 : 8, ତେବେ A : C କେତେ ?

(A)  10 : 7

(B)  5 : 35

(C)  32 : 35

(D)  7 : 10

Answer:(D)

10. What is the smallest number which should be added to 7200 to make the sum a perfect square number?

7200 ରେ କେଉଁ କ୍ଷୁଦ୍ରତମ ସଂଖ୍ୟା ଯୋଗ କଲେ ଯୋଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ?

(A)  25

(B)  196

(C)  15

(D)  50

Answer:(A)

11. The ratio of two numbers is 5 : 6 and their H.C.F. is 6. Their L.C.M is :

ଦୁଇଟି ସଂଖ୍ୟାର ଅନୁପାତ 5 : 6 ଓ ସେମାନଙ୍କର ଗ.ସା.ଗୁ. 6 ଅଟେ । ତେବେ ସଂଖ୍ୟା ଦ୍ୱୟର ଲ.ସା.ଗୁ କେତେ ?

(A)  30

(B)  180

(C)  90

(D)  60

Answer:(B)

12. If  of a number is 270, then 40% of the number will be:

ଯଦି ଗୋଟିଏ ସଂଖ୍ୟାର 8/10 ର 5/9 ର 3/4 ରମାନ 270 ହୁଏ, ତେବେ ସେହି ସଂଖ୍ୟାର ଶତକଡା 40 କତେ ହେବ ?

(A)  108

(B)  810

(C)  324

(D)  135

Answer:(C)

13. Three numbers are in the ratio of 3 : 4 : 5 and their average is 36. The largest number is:

ତିନୋଟି ସଂଖ୍ୟାର ଅନୁପାତ 3 : 4 : 5 ଓ ସେମାନଙ୍କର ହାରାହାରି 36 ଅଟେ । ତେବେ ବଡ ସଂଖ୍ୟାଟି କେତେ?

(A)  27

(B)  54

(C)  45

(D)  36

Answer:()

14. What is the smallest number which when decreased by 5 is divisible by 16, 24, 30 and 32?

କେଉଁ କ୍ଷୁଦ୍ରତମ ସଂଖ୍ୟାରୁ 5 ବିୟୋଗ କଲେ ବିୟୋଗଫଳ 16, 24, 30, ଓ 32 ଦ୍ୱାରା ବିଭାଜ୍ୟ ହେବ?

(A)  490

(B)  475

(C)  480

(D)  485

Answer:(D)

15. Find the value of 

ର ମୂଲ୍ୟ କେତେ ?

(A)  1/2√5

(B)  1

(C)  1/20

(D)  4√5/9

Answer:(A)

16. If a2 +  b2  = 80 and ab = 32, then find the value of  

ଯଦି a2  +  bB2  = 80 ଏବଂ ab = 32, ତେବେ  କେତେ ?

(A)  3/4

(B)  3/8

(C)  5/8

(D)  can not be determined (ନିର୍ଦ୍ଧାରଣ କରିହେବ ନାହିଁ)

Answer:(B)

17. In an examination, there were 600 boys and 400 girls. 60% of boys and 50% off girls passed. The percentage of candidates that failed is:

ଏକ ପରୀକ୍ଷାରେ 600 ବାଳକ ଏବଂ 400 ବାଳିକା ଥିଲେ । ଶତକଡା 60 ବାଳକ ଏବଂ ଶତକଡା 50 ବାଳିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ତେବେ ଶତକଡା କେତେ ପ୍ରାର୍ଥୀ ଫେଲ୍‌ ହେଲେ ?

(A)  55%

(B)  40%

(C)  44%

(D)  50%

Answer:(C)

18. The average age of 10 students and their teacher is 20 years. If the teacher’s age is excluded, their average age reduces by 2 years. What is the teacher’s age?

10 ଜଣ ଛାତ୍ର ଓ ସେମାନଙ୍କର ଶିକ୍ଷକଙ୍କର ହାରାହାରି ବୟସ 20 ବର୍ଷ । ଯଦି ଶିକ୍ଷକଙ୍କର ବୟସକୁ ବାଦ ଦିଆଯାଏ, ତେବେ ସେମାନଙ୍କର ହାରାହାରି ବୟସ 2 ବର୍ଷ କମିଯାଏ । ତେବେ ଶିକ୍ଷକଙ୍କର ବୟସ କେତେ?

(A)  44 years

(B)  30 years

(C)  35 years

(D)  40 years

Answer:(D)

19. If 4A = 5B = 6C, then find A : B : C

ଯଦି 4A = 5B = 6C, ତେବେ A : B : C କେତେ ?

(A)  6 : 5 : 4

(B)  15 : 12 : 10

(C)  12 : 10 : 8

(D)  None of these

Answer:(B)

20. ‘A’ starts a business with an investment of Rs. 2,00. Seven months later, ‘B’ joins with ‘A’ as a partner. After a year, the profits are divided in the ratio of 3:4. How much did ‘B’ contribute?

‘A’ 2,500 ଟଙ୍କା ପୁଞ୍ଜି ନିବେଶ କରି ଏକ ବ୍ୟବସାୟ ଆରମ୍ଭ କରନ୍ତି । ସାତ ମାସ ପରେ ‘B’ ଏକ ଅଂଶୀଦାର ଭାବେ ‘A’ ସହ ଯୋଗ ଦିଅନ୍ତି । ଗୋଟିଏ ବର୍ଷ ପରେ ଲାଭକୁ 3 : 4 ଅନୂପାତର ବାଣ୍ଟି ଦିଆଯାଏ । ତେବେ ‘B’ କେତେ ପୁଞ୍ଜି ନିବେଶ କଲେ ।

(A)  Rs. 12,500

(B)  Rs. 7,000

(C)  Rs. 8,000

(D)  Rs. 10,000

Answer:(C)

21. A watch is sold for Rs. 770 at loss of 30%. For how much should it be sold to gain 20%?

ଗୋଟଏ ଘଣ୍ଟାକୁ 770 ଟଙ୍କାରେ ବିକ୍ରି କଲେ ଶତକଡା 30 କ୍ଷତି ହୁଏ । ତେବେ ଏହାକୁ କେତେ ଟଙ୍କାରେ ବିକ୍ରି କଲେ ଶତକଡା 20 ଳାଭ ହେବ ?

(A)  Rs. 1,320

(B)  Rs. 1,000

(C)  Rs. 1,110

(D)  Rs. 1,230

Answer:(A)

22. ‘A’ can finish a work in 18 days. ‘B’ is twice as efficient as ‘A’. If they work together, in how many days, the work will be completed?

‘A’ ଗୋଟିଏ କାର୍ଯ୍ୟକୁ 18 ଦିନରେ କରିପାରେ । ‘A’ ଅପେକ୍ଷା ‘B’ ଦୁଇଗୁଣା ଦକ୍ଷ । ଯଦି ସେମାନେ କାର୍ଯ୍ୟଟିକୁ ଏକା ସାଙ୍ଗରେ ଆରମ୍ଭ କରନ୍ତି, ତେବେ କେତେ ଦିନରେ କାର୍ଯ୍ୟଟି ଶେଷ ହେବ ।

(A)  6 days

(B)  12 days

(C)  9 days

(D)  None of these

Answer:(A)

23. A cistern is normally filled in 6 hours, but it takes 3 hours longer to fill because of a leak at its bottom. If the cistern is full, the leak will empty it in:

ଗୋଟିଏ କୁଣ୍ଡ ସାଧାରଣତଃ 6 ଘଣ୍ଟାରେ ପୂର୍ଣ୍ଣ ହୁଏ, କିନ୍ତୁ ଏହାର ନିମ୍ନଭାଗରେ ଛିଦ୍ର ଥିବା କାରଣରୁ ଏହା ପୂର୍ଣ୍ଣ ହେବା ପାଇଁ ଅଧିକ 3 ଘଣ୍ଟା ସମୟ ଲାଗେ । ଯଦି କୁଣ୍ଡଟି ପୂର୍ଣ୍ଣଥାଏ, ତେବେ ଛିଦ୍ରଟି କେତେ ସମୟରେ ଏହାକୁ ଖାଲି କରିବ ?

(A)  12 hours

(B)  18 hours

(C)  24 hours

(D)  None of these

Answer:(B)

24. A 150 metres long train passes a bridge at rate 90 km/h in 20 seconds. What is the length of the bridge?

150 ମିଟର ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ଟ୍ରେନ୍‌ ଘଣ୍ଟା ପ୍ରତି 90 କି.ମି. ବେଗରେ ଗତି କରି ଗୋଟିଏ ପୋଲକୁ 20 ସେକେଣ୍ଡରେ ଅତିକ୍ରମ କରେ । ତେବେ ପାଲଟିର ଦୈର୍ଘ୍ୟ କେତେ?

(A)  500 m

(B)  650 m

(C)  350 m

(D)  None of these

Answer:(C)

25. A boat man can row 36 km in downstream in 4 hours. If the sped of the current is 3 km/h, then find in what time will he be able to cover 6 km upstream?

ଜଣେ ନାଉରୀ ସ୍ରୋତର ଅନୁକୂଳରେ 4 ଘଣ୍ଟାରେ 36 କି.ମି. ଆହୁଲା ମାରିପାରନ୍ତି । ଯଦି ସ୍ରୋତର ଘଣ୍ଟା ପ୍ରତି ବେଗ 3 କି.ମି. ହୁଏ, ତେବେ କେତେ ସମୟରେ ସେ ସ୍ରୋତର ପ୍ରତିକୂଳରେ 6 କି.ମି. ଅତିକ୍ରମ କରିପାରିବେ?

(A)  4 hours

(B)  8 hours

(C)  6 hours

(D)  2 hours

Answer:(D)

26. From a point on a circular tract of 12 km long, A, B and C started running in the same direction at the same time with speed of 4 km/h. 3 km/h and 2 km/h respectively. Then on the starting point, all three will meet again after:

12 କିଲୋମିଟର ଲମ୍ବ ବିଶିଷ୍ଟ ଗୋଟିଏ ବୃତ୍ତାକାର ପଥରେ ଏକ ବିନ୍ଦୁରୁ A, B and C ସମାନ ସମୟରେ ଓ ସମାନ ଦିଗରେ ଯଥାକ୍ରମେ ଘଣ୍ଟାପ୍ରତି 4 କି.ମି., 3 କି.ମି. ଓ 2 କିମି. ବେଗରେ ଦୌଡିଲେ । ତେବେ କେତେ ସମୟରେ ସମସ୍ତ ତିନିଜଣ ଆରମ୍ଭ ବିନ୍ଦୁରେ ଭେଟିବେ?

(A)  12 hours

(B)  3 hours

(C)  4 hours

(D)  6 hours

Answer:(A)

27. How much water be added to 16 litres of milk worth milk worth Rs. 6.75 per litre so that the value of the mixture will be Rs. 4.50 per litre?

ଏକ ଲିଟର ପ୍ରତି 6.75 ଟଙ୍କା ମୂଲ୍ୟ ହିସାବରେ 16 ଲିଟର କ୍ଷୀରରେ କେତେ ପାଣି ମିଶାଇଲେ ମିଶ୍ରଣର ମୂଲ୍ୟ ଲିଟର ପ୍ରତି 4.50 ଟଙ୍କା ହେବ ?

(A)  12 litres

(B)  8 litres

(C)  10 litres

(D)  6 litres

Answer:(B)

28. Ratio of present age of Amit and Rakesh is 7:5. Amit will be 36 years old after 8 years. How old Rakesh is now?

ଅମିତ୍‌ ଏବଂ ରାକେଶ୍‌ର ବର୍ତ୍ତମାନ ବୟସର ଅନୁପାତ 7:5 ଅଟେ । 8 ବର୍ଷ ପରେ ଅମିତ୍‌ର ବୟସ 36 ବର୍ଷ ହେବ । କେତେ ରାକେଶର ବର୍ତ୍ତମାନ ବୟସ କେତେ?

(A)  15 years

(B)  28 years

(C)  20 years

(D)  21 years

Answer:(C)

29. A sum of money at simple interest becomes five times in 24 years. The rate of interest per annum is:

କୌଣସି ଏକ ମୂଳଧନ ସରଳସୁଧ ହାରରେ 24 ବର୍ଷରେ 5 ଗୁଣ ହୁଏ । ତେବେ ସରଳସୁଧର ହାର କେତେ?

(A)   

(B)   

(C)    

(D)  None of these

Answer:(A)

30. At what percent per annum a sum of Rs. 500 will amount to Rs. 864 in 3 years, if the interest is compounded annually?

କେଉଁ ଚକ୍ରବୃଦ୍ଧି ସୁଧ ହାରରେ 500 ଟଙ୍କା 3 ବର୍ଷରେ 864 ଟଙ୍କା ହେବ, ଯଦି ବର୍ଷକୁ ଥରେ ସୁଧ ହିସାବ କରାଯାଏ?

(A)  20%

(B)  10%

(C)  15%

(D)  25%

Answer:(A)

31. Rahul invested 20% more than Bikas. Bikash invested 20% less than Kamal. If the total sum of their investment is Rs. 8,280, how much amount did Kamal invest?

ବିକାଶ ଅପେକ୍ଷା ରାହୁଲ୍‌ ଶତକଡା 20 ଅଧିକ ପୁଞ୍ଜି ନିବେଶ କଲେ । କମଳ ଅପେକ୍ଷା ବିକାଶ ଶତକଡା 20 କମ୍‌ ପୁଞ୍ଜି ନିବେଶ କଲେ । ଯଦି ସମସ୍ତେ ଏକତ୍ର ଭାବରେ 8,280 ଟଙ୍କା ପୁଞ୍ଜି ନିବେଶ କରିଥାନ୍ତି, ତେବେ କମଳ କେତେ ପୁଞ୍ଜି ନିବେଶ କରିଥିଲେ?

(A)  Rs. 2,250

(B)  Rs. 3,000

(C)  Rs. 2,750

(D)  Rs. 2,500

Answer:(B)

32. An article is marked 50% above the cost price and it is sold at a discount of 40%. What is the gain or loss percentage?

ଗୋଟିଏ ଦ୍ରବ୍ୟର ଲିଖିତ ମୂଲ୍ୟ ଏହାର କ୍ରୟ ମୂଲ୍ୟଠାରୁ ଶତକଡା 50 ଅଧିକ ଏବଂ ଏହାକୁ ଶତକଡା 40 ରିହାତି ଦିଆଯାଇ ବିକ୍ରି କରାଗଲା । ତେବେ ଶତକଡା କେତେ ଲାଭ ବା କ୍ଷତି ହେବ?

(A)  15% loss

(B)  10% gain

(C)  10% loss

(D)  15% gain

Answer:(C)

33. Fill in the missing number in the series 5, 11, 19, 29,——

5, 11, 19, 29,—— ଅନୁକ୍ରମର ଅନୁପସ୍ଥିତ ସଂଖ୍ୟାଟି ପୂରଣ କର ।

(A)  51

(B)  31

(C)  52

(D)  41

Answer:(D)

34. Sum of series 40 + 39 + 38 + ………. + 11.

40 + 39 + 38 + ………. + 11 ଅନୁକ୍ରମର ଯୋଗଫଳ କେତେ?

(A)  765

(B)  820

(C)  780

(D)  775

Answer:(A)

35. If the area of a triangle is 250 m2 and the ratio of the base and the height is 4 : 5, then find its height.

ଯଦି ଗୋଟିଏ ତ୍ରିଭୁଜର କ୍ଷେତ୍ରଫଳ 250 ବର୍ଗ ମି. ଏବଂ ଏହାର ଭୂମି ଓ ଉଚ୍ଚତାର ଅନୂପାତ 4 : 5 ହୁଏ, ତେବେ ଏହାର ଉଚ୍ଚତା କେତେ?

(A)  24m

(B)  25m

(C)  20m

(D)  30m

Answer:(B)

36. The length of a rectangle is increased by 25%. By what per cent should be width be decreased to maintain the same area?

ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟକୁ ଶତକଡା 25 ବୃଦ୍ଧି କରାଯାଏ । ଏହାର ପ୍ରସ୍ଥକୁ ଶତକଡା କେତେ ବୃଦ୍ଧି କଲେ କ୍ଷେତ୍ରଫଳ ସମାନ ରହିବ?

(A)    

(B)    

(C)  20%

(D)  25%

Answer:(C)

37. The diameters of two concentric circles are 14 m and 12 cm. The area of the region between them is:

ସମକେନ୍ଦ୍ର ବିଶିଷ୍ଟ ଦୁଇଟ ବୃତ୍ତର ବ୍ୟାସ ଯଥାକ୍ରମେ 14 ସେ.ମି. ଓ 12 ସେ.ମି । ସେମାନଙ୍କ ମଧ୍ୟରେ ଥିବା କ୍ଷେତ୍ରର କ୍ଷେତ୍ରଫଳ କେତେ?

(A)  52π cm2

(B)  4π cm2

(C)  8π cm2

(D)  13π cm2

Answer:(D)

38. The volume of a cube is 512 cm3. The total surface are of the cube is:

ଏକ ସମଘନର ଘନଫଳ 512 ଘନସେ.ମି. । ତେବେ ଏହାର ସମଗ୍ର ପୃଷ୍ଟତଳର କ୍ଷେତ୍ରଫଳ କେତେ?

(A)  384 cm2

(B)  729 cm2

(C)  486 cm2

(D)  294 cm2

Answer:(A)

39. A solid piece of iron whose length, breadth and height are 44cm, 42cm and 21cm respectively is moulded into a sphere. The radius of the sphere is:

44 ସେ.ମି. ଦୈର୍ଘ୍ୟ, 42 ସେ.ମି ପ୍ରସ୍ଥ ଓ 21 ସେ.ମି. ଉଚ୍ଚତା ବିଶିଷ୍ଟ ଏକ କଠିନ ଲୁହାଖଣ୍ଡକୁ ତରଳାଇ ଗୋଟିଏ ଗୋଲକରେ ପରିଣତ କରାଯାଏ । ତେବେ ଗୋଲକଟିର ବ୍ୟାସର୍ଦ୍ଧ କେତେ?

(A)  49 cm

(B)  21 cm

(C)  35 cm

(D)  42 cm

Answer:(B)

40. 

(A)  2√15

(B)  16

(C)  8

(D)  1

Answer:(C)

PART-II

GENERAL KNOWLEDGE : 40 Marks

Instructions: Each question under this part carries ONE mark. Please read each question carefully and answer them by selecting the right one out of the multiple answers given below each as A, B, C & D.

There shall be negative marking @ 0.5 mark per question for wrong/multiple answers.

41. Which one of the following jurisdiction of the Indian judiciary covers Public Interest Litigation (PIL)?

ଭାରତୀୟ ନ୍ୟାୟପାଳିକାର ନିମ୍ନଲିଖିତ କ୍ଷେତ୍ରଅଧିକାର ମଧ୍ୟରୁ ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେସନ୍‌ କାହାର ଅନ୍ତର୍ଭୁକ୍ତ?

(A)  Epistolary jurisdiction (ଚିଠି ସମ୍ୱନ୍ଧୀୟ କ୍ଷେତ୍ରଧିକାର)

(B)  Appellate jurisdiction (ପୁର୍ନବିଚାର କ୍ଷେତ୍ରଧିକାର)

(C)  Original jurisdiction (ନିଜସ୍ୱ କ୍ଷେତ୍ରଧିକାର)

(D)  Advisory jurisdiction (ପରାମର୍ଶ କ୍ଷେତ୍ରଧିକାର)

Answer:(A)

42. Who is the present Director General of World Health Organisation (WHO)?

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବର୍ତ୍ତମାନର ମହାନିର୍ଦ୍ଦେଶକ କିଏ?

(A)  Anders Nordstrom (ଆଣ୍ଡରସ୍‌ ନର୍ଡଷ୍ଟ୍ରୋମ୍‌)

(B)  Lee Jong Wook (ଲି ଜୋଙ୍ଗ୍‌-ଉକ୍‌)

(C)  Gro Harlem Brundtland (ଗ୍ରୋ ହାରଲେମ୍‌ ବ୍ରଣ୍ଡଟଲାଣ୍ଡ୍‌)

(D)  Tedros Adhanom Ghebreyesus (ଟେଡ୍ରୋସ୍‌ ଅଧାନୋମ୍‌ ଘେବ୍ରେୟେସସ୍‌)

Answer:(D)

43. Which of the following taxes is levied by the Union and collected and appropriated by the states?

ନିମ୍ନଲିଖିତ ମଧ୍ୟରୁ କେଉଁ ଟ୍ୟାକ୍‌ସ୍‌ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୁଏ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ଏବଂ ସମୁଚିତ ହୁଏ?

(A)  Taxes of newspapers (ଟ୍ୟାକ୍‌ସେସ୍‌ ଅଫ୍‌ ନ୍ୟୁଜ ପେପର)

(B)  Stamp duties (ଷ୍ଟାଂପ୍‌ ଡ୍ୟୁଟି)

(C)  Passenger and goods taxes (ପାସେଞ୍ଜର ଏବଂ ଗୁଡ୍‌ସ୍‌ ଟ୍ୟାକ୍‌ସ୍‌)

(D)  Estate duties (ଇଷ୍ଟେଟ୍‌ ଡ୍ୟୁଟି)

Answer:(B)

44. Which of the following Financial Institutions is the source o credit for small industries?

ନିମ୍ନଲିଖିତ ମଧ୍ୟରୁ କେଉଁ ଅର୍ଥ ଲଗାଣକାରୀ ସଂସ୍ଥା କ୍ଷୁଦ୍ରଶିଳ୍ପ ପାଇଁ ଅର୍ଥ ଲଗାଣର ଉସ୍‌ ଅଟେ ?

(A)  NABARD (ନାବାର୍ଡ)

(B)  IDBI (ଆଇ ଡି ବି ଆଇ)

(C)  SIDBI (ଏସ୍‌ ଆଇ ଡି ବି ଆଇ)

(D)  IFCI (ଆଇ ଏଫ୍‌ ସି ଆଇ)

Answer:(C)

45. The Indian Railways has launched an App to the help the passengers. What is the name of the App?

ଭାରତୀୟ ରେଳ ଯାତ୍ରୀମାନଙ୍କ ସୁବିଧାପାଇଁ ଆରମ୍ଭ କରିଥିବା App ର ନାମ କଣ ?

(A)  Rail Madad (ରେଳ ମଦଦ)

(B)  Rail Sahay (ରେଳ ସହାୟ)

(C)  Rail Seva (ରେଳ ସେବା)

(D)  Rail Saral (ରେଳ ସରଳ)

Answer:(A)

46. The world famous Navakalevar of te deities in Lord Jagannath Temple of Puri takes place in which year?

ପୁରୀ ସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ମିନ୍ଦରରେ ଦେବତା ମାନଙ୍କର ବିଶ୍ୱପ୍ରସିଦ୍ଧ ନବକଳେବର କେଉଁ ବର୍ଷ ହୁଏ?

(A)  Two consecutive odia month of Ashadha (କ୍ରମାଗତ ଓଡ଼ିଆ ଯୋଡା ଆଷାଢ ମାସରେ)

(B)  Two consecutive odia month of Kartika (କ୍ରମାଗତ ଓଡ଼ିଆ ଯୋଡା କାର୍ତ୍ତିକ ମାସରେ)

(C)  Two consecutive odia month of Bhadraba (କ୍ରମାଗତ ଓଡ଼ିଆ ଯୋଡା ଭାଦ୍ରବ ମାସରେ)

(D)  Two consecutive odia month of Aswina (କ୍ରମାଗତ ଓଡ଼ିଆ ଯୋଡା ଆଶ୍ୱିନ ମାସରେ)

Answer:(A)

47. Who is the first Non-Indian to receive the Bharat Ratna?

କେଉଁ ବିଦେଶୀ ନାଗରିକ ପ୍ରଥମ ଭରତରତ୍ନ ପାଇଥିଲେ ?

(A)  Amartya Sen (ଅମର୍ତ୍ତ୍ୟ ସେନ୍‌)

(B)  Mother Teresa (ମଦର ଟେରେସା)

(C)  Nelson Mandela (ନେଲ୍‌ସନ୍‌ ମଣ୍ଡେଲା)

(D)  Khan Abdul Ghaffar Khan (ଖାନ୍‌ ଅବଦୁଲ୍‌ ଗଫାର ଖାନ୍‌)

Answer:(D)

48. Which country was the champion of Men’s FIH Hockey Junior World Cup-2021?

କେଉଁ ଦେଶ ପୁରୁଷ ଏଫ୍‌ ଆଇ ଏଚ୍‌ ହକି ଜୁନିଅର୍‌ ବିଶ୍ୱ କପ୍‌-2021 ର ଚଂପିଆନ୍‌  ହୋଇଥିଲା

(A)  India (ଭାରତ

(B)  France (ଫ୍ରାନ୍‌ସ୍‌)

(C)  Germany (ଜର୍ମାନୀ)

(D)  Argentina (ଆର୍ଜେଣ୍ଟିନା)

Answer:(D)

49. For which book Dr. Prativa Ray got Moortidevi Award?

ଡଃ ପ୍ରତିଭା ରାୟ କେଉଁ ପୁସ୍ତକ ପାଇଁ ମୂର୍ତ୍ତୀଦେବୀ ପୁରସ୍କାର ପାଇଥିଲେ?

(A)  Chandrabhaga O Chandrakala (ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା)

(B)  Shilapadma (ଶୀଳପଦ୍ମା)

(C)  Yajnaseni (ଯାଜ୍ଞସେନୀ)

(D)  Punyatoya (ପୁଣ୍ୟତୋୟା)

Answer:(C)

50. Name the India’s first multipurpose Satellite?

କେଉଁଟି ଭାରତର ପ୍ରଥମ ବହୁମୂଖୀ ଉପଗ୍ରହ ?

(A)  INSAT-2A

(B)  IRS-1A

(C)  CMS-01

(D)  IRNSS-1B

Answer:(A)

51. The source of energy of the sun is due to

ସୂର୍ଯ୍ୟ ଶକ୍ତିର ଉତ୍ସର କାରଣ ହେଉଛି

(A)  Chemical Reactions (ରାସାୟନିକ ପ୍ରତିକ୍ରିୟା)

(B)  Nuclear Fusion (ନ୍ୟକ୍ଲିୟର ସଂଚାଳନ)

(C)  Nuclear Fission (ନ୍ୟୁକ୍ଲିୟର ବିଭାଜନ)

(D)  Collision of Atoms (ପରମାଣୁ ଧକ୍‌କା)

Answer:(B)

52. Decimal system in India was introduced by:

ଭାରତରେ ଦଶମିକ ପଦ୍ଧତି କାହା ଦ୍ୱାରା ଆରମ୍ଭ କରାଯାଇଥିଲା?

(A)  Medhatithi (ମେଧାତିଥି)

(B)  Aryabhatta (ଆର୍ଯ୍ୟଭଟ୍ଟ)

(C)  Brahmagupta (ବ୍ରହ୍ମଗୁପ୍ତ)

(D)  Bhaskara (ଭାସ୍କର)

Answer:(D)

53. Which one of the following Bills must be passed by each House of the Indian Parliament separately by special majority?

ନିମ୍ନଲିଖିତ ମଧ୍ୟରୁ କେଉଁ ବିଲ୍‌ ଭାରତୀୟ ସଂସଦର ପ୍ରତ୍ୟେକ ଗୃହରେ ସ୍ୱତନ୍ତ୍ର ଭାବରେ ବହୁ ସଂଖ୍ୟାରେ ପାରିତ ହେବା ଜରୁରୀ?

(A)  Constitutional Amendment Bill (ସମ୍ୱିଧାନ ପରିବର୍ତ୍ତନ ସମ୍ୱନ୍ଧୀୟ ବିଲ୍‌)

(B)  Ordinary Bill (ସାଧାରଣ ବିଲ୍‌)

(C)  Money Bill (ଟଙ୍କା ବିଲ୍‌)

(D)  Finance Bill (ଆର୍ଥିକ ବିଲ୍‌)

Answer:(A)

54. Which one of the major rivers of Odisha does not have delta at its mouth?

ଓଡିଶାର ମୁଖ୍ୟ ନଦୀ ମାନଙ୍କ ମଧ୍ୟରୁ କେଉଁ ନଦୀ ମୁହାଣରେ ତ୍ରିକୋଣଭୂମୀ ନାହିଁ?

(A)  The Baitarani (ବୈତରଣୀ)

(B)  The Mahanadi (ମହାନଦୀ)

(C)  The Brahmani (ବ୍ରାହ୍ମଣୀ)

(D)  The Rushikulya (ୠଷିକୁଲ୍ୟା)

Answer:(D)

55. Who is the present Chief Executive Officer of ‘Twitter’?

ବର୍ତ୍ତମାନ ‘Twitter’ ର ମୁଖ୍ୟ ପରିଚାଳକ କିଏ?

(A)  Ajaypal Singh Banga (ଅଜୟପାଲ୍‌ ସିଂ ବଙ୍ଗା)

(B)  Satya Nadella (ସତ୍ୟ ନାଡେଲା)

(C)  Anshu Jain (ଅଂଶୁ ଜୈନ)

(D)  Parag Agrawal (ପରାଗ ଅଗ୍ରଓ୍ୱାଲ୍‌)

Answer:(D)

56. Among the following which Odia Movies jointly won the National Award in the 67th National Film Awards?

ନିମ୍ନଲିଖିତ ମଧ୍ୟରୁ କେଉଁ ଓଡିଆ ଚଳଚିତ୍ର ଗୁଡିକ 67 ତମ ରାଷ୍ଟ୍ରୀୟ ପୁରସ୍କାର ଉତ୍ସବରେ ମିଳିତ ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ?

(A)  Sala Budhar Badla & Aadim Vichar (ଶଳା ବୁଢାର ବଦଲା ଓ ଆଦିମ ବିଚାର)

(B)  Sala Budhar badla & Sri kehtra Sahi Jata (ଶଳା ବୁଢାର ବଦଲା ଓ ଶ୍ରୀକ୍ଷେତ୍ର ସାହି ଯାତ)

(C)  Kalira Atita & Sala Budhar Badla (କାଲିର ଅତୀତ ଓ ଶଳା ବୁଢାର ବଦଲା)

(D)  Kalira Atita & Sri khetra Sahi Jata (କାଲିର ଅତୀତ ଓ ଶ୍ରୀକ୍ଷେତ୍ର ସାହି ଯାତ)

Answer:(C)

57. Which city Government has become the world’s first government to turn completely paperless?

ପୃଥିବୀର କେଉଁ ସହରର ସରକାର ପ୍ରଥମ ସଂପୂର୍ଣ୍ଣ କାଗଜ ଶୂନ୍ୟ ସରକାରରେ ପରିଣତ ହୋଇଛି?

(A)  Beizing (ବେଇଜିଙ୍ଗ୍‌)

(B)  Moscow (ମସ୍କୋ)

(C)  New York (ନିୟୁୟର୍କ)

(D)  Dubai (ଦୁବାଇ)

Answer:(D)

58. The Aamzone Reef is located in which Ocean?

ଆମାଜୋନ୍‌ ରିଫ୍‌ କେଉର୍ ମହାସାଗରରେ ଅବସ୍ଥିତ?

(A)  Arctic Ocean (ଆର୍କଟିକ୍‌ ମହାସାଗର)

(B)  Pacific Ocean (ପ୍ରଶାନ୍ତ ମହାସାଗର)

(C)  Indian Ocean (ଭାରତ ମହାସାଗର)

(D)  Atlantic Ocean (ଆଟ୍‌ଲାଣ୍ଟିକ୍‌ ମହାସାଗର)

Answer:(D)

59. The national initiative named ‘Kayakalp’ was launched by which ministry?

‘‘କାୟାକଳ୍ପ’’ ନାମକ ରାଷ୍ଟ୍ରୀୟ ଯୋଜନା କେଉଁ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଛି?

(A)  Ministry of Health and Family Welfare (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ)

(B)  Ministry of Science and Technology (ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ)

(C)  Ministry of Agriculture & Farmers Welfare (କୃଷି ଓ କୃଷକ ଉନ୍ନତି ମନ୍ତ୍ରଣାଳୟ)

(D)  Ministry of Women and Child Development (ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ)

Answer:(A)

60. Which of the following categories of the images of Lord Ganesh is/are found in the temple of Odisha?

ନିମ୍ନଲିଖିତ ମଧ୍ୟରୁ ଭଗବାନ ଗଣେଷଙ୍କର କେଉଁ ପ୍ରକାର ମୂର୍ତ୍ତୀ ଓଡିଶାର ମନ୍ଦିର ମାନଙ୍କରେ ଦେଖିବାକୁ ମିଳେ?

(A)  Nrutya Ganesh (ନୃତ୍ୟ ଗଣେଷ)

(B)  Asina Ganesh (ଆସୀନ ଗଣେଷ)

(C)  Sthanaka Ganesh (ସ୍ଥନକ ଗଣେଷ)

(D)  All of the above (ଉପରୋକ୍ତ ସବୁଗୁଡିକ)

Answer:(D)

61. Who among the following became the first Martyr (Saheed) of Odisha during British regime?

ନିମ୍ନଲିଖିତ ମଧ୍ୟରୁ ବ୍ରିଟିଶ୍‌  ଶାସନକାଳରେ ଓଡ଼ିଶାର ପ୍ରଥମ ଶହୀଦ କିଏ ଥିଲେ?

(A)  Raghunath Mohanty (ରଘୁନାଥ ମହାନ୍ତି)

(B)  Veer Surendra Sai (ବୀର ସୁରେନ୍ଦ୍ର ସାଏ)

(C)  Jayee Rajguru (ଜୟୀ ରାଜଗୁରୁ)

(D)  Laxman Barik (ଲକ୍ଷ୍ମଣ ନାଏକ)

Answer:(C)

62. ‘Rengali dam’ is built over which of the following rivers?

‘ରେଙ୍ଗାଳୀ ବନ୍ଧ’ ନିମ୍ନଲିଖିତ ମଧ୍ୟରୁ କେଉଁ ନଦୀ ଉପରେ ନିର୍ମାଣ ହୋଇଛି?

(A)  The Rushikulya (ୠଷିକୂଲ୍ୟା)

(B)  The Brahmani (ବ୍ରାହ୍ମଣୀ)

(C)  The Mahanadi (ମହାନଦୀ)

(D)  The Baitarani (ବୈତରଣୀ)

Answer:(B)

63. Originating from Chhotanagpur plateau, the river brahmani enters Odisha in which district?

ଛୋଟ ନାଗପୁର ମାଳଭୂମିରୁ ଉତ୍ପତ୍ତି ହୋଇ ବ୍ରାହ୍ମଣୀ ନଦୀ ଓଡିଶାର କେଉଁ ଜିଲ୍ଲାରେ ପ୍ରବେଶ କରେ?

(A)  Bargarh (ବରଗଡ଼)

(B)  Keonjhar (କେନ୍ଦୁଝର)

(C)  Sambalpur (ସମ୍ୱଲପୁର)

(D)  Sundargarh (ସୁନ୍ଦରଗଡ)

Answer:(D)

64. Which of the following sanctuaries in Odisha is also known as ‘Turtles’ paradise’?

ଓଡ଼ିଶାର ନିମ୍ନଲିଖିତ ଅଭୟାରଣ୍ୟ ମଧ୍ୟରୁ ‘‘କୁରୁମ ଭୂସ୍ୱର୍ଗ’’ କାବରେ କିଏ ପରିଚିତ?

(A)  Gahiramatha Wildlife Sanctuary (ଗହିରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ)

(B)  Bhitarakanika Wildlife Sanctuary (ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ)

(C)  Kuldiha Wildlife Sanctuary (କୂଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ)

(D)  Baisipali Wildlife Sanctuary (ବଇଶିପାଲି ବନ୍ୟପ୍ରାଣୀ ଅଭୟାରଣ୍ୟ)

Answer:(A)

65. The place ‘Inchudi’ in Balasore district is famous for which of the following?

ବାଲେଶ୍ୱର ଜିଲ୍ଲାର ‘ଇଞ୍ଚୁଡି’ ନିମ୍ନଲିଖିତ ମଧ୍ୟରୁ କେଉଁଥିପାଇଁ ପ୍ରସିଦ୍ଧ?

(A)  Scenic beauty (ରମଣୀୟ ସୌନ୍ଦର୍ଯ୍ୟ)

(B)  Massacre during freedom struggle (ସ୍ୱାଧୀନତା ସଂଗ୍ରାମ ସମୟର ଗଣହତ୍ୟା)

(C)  Salt Satyagrah (ଲବଣ ସତ୍ୟାଗ୍ରହ)

(D)  Gandhiji’s first arrival in Odisha (ଗାନ୍ଧୀଜୀଙ୍କର ପ୍ରଥମ ଓଡ଼ିଶା ଆଗମନ)

Answer:(C)

66. Which of the following statesmen is associated with Bhadrak district?

ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରବୀଣ ବ୍ୟକ୍ତି ଭଦ୍ରକ ଜିଲ୍ଲା ସହ ସଂପୃକ୍ତ ?

(A)  Nabakrushna Choudhury (ନବକୃଷ୍ଣ ଚୌଧୁରୀ)

(B)  Biju Patnaik (ବିଜୁ ପଟ୍ଟନାୟକ)

(C)  Dr. Harekrushna Mahatab (ଡଃ ହରେକୃଷ୍ଣ ମହତାବ)

(D)  Janaki Ballav Patnaik (ଜାନକୀ ବଲ୍ଲଭ ପଟ୍ଟନାୟକ)

Answer:(C)

67. Which of the following places is known as ‘Biraja Kshetra’?

ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ଥଳୀକୁ ‘‘ବିରଜା କ୍ଷେତ୍ର’’ କୁହାଯାଏ?

(A)  Bhadrak (ଭଦ୍ରକ)

(B)  Jagatsinghpur (ଜଗତସିଂହପୁର)

(C)  Jajpur (ଯାଜପୁର)

(D)  Cuttack (କଟକ)

Answer:(C)

68. Which of the following folk dances is mostly popular in Kalahandi district?

ନିମ୍ନଲିଖିତ ମଧ୍ୟରୁ କେଉଁ ଲୋକନୃତ୍ୟ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ଲୋକପ୍ରିୟ?

(A)  Ghoda Nacha (ଘୋଡା ନାଚ)

(B)  Chhau (ଛଉ)

(C)  Ranapa (ରଣପା)

(D)  Ghumura (ଘୁମୁରା)

Answer:(D)

69. ‘Huma’ in Sambalpur district is well known for which of the following?

ନିମ୍ନଲିଖିତ ମଧ୍ୟରୁ ସମ୍ୱଲପୁର ଜିଲ୍ଲାର ‘‘ହୁମା’’ କେଉଁଥିପାଇଁ ପରିଚିତ?

(A)  Learning Temple (ବକ୍ର ମନ୍ଦିର)

(B)  Majestic Waterfall (ବିରାଟକାୟ ଜଳପ୍ରପାତ)

(C)  Hot spring (ଉଷ୍ଣପ୍ରବଣ)

(D)  Reservoir (ଜଳଭଣ୍ଡାର)

Answer:(A)

70. Consider the following personalities of Odisha:

ଓଡ଼ିଶାର ନିମ୍ନଲିଖିତ ବ୍ରକ୍ତିତ୍ୱ ମାନଙ୍କୁ ବିଚାରକୁ ନିଆଯାଉ

(I) Justice Ranganath Mishra (ବିଚାରପତି ରଙ୍ଗନାଥ ମିଶ୍ର)

(II) Justice Ananga Kumar Patnaik (ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ)

(III) Justice Deba Priya Mohapatra (ବିଚାରପତି ଦେବପ୍ରିୟ ମହାପାତ୍ର)

(IV) Justice Gopal Ballav Patnaik (ବିଚାରପତି ଗୋପାଳବଲ୍ଲଭ ପଟ୍ଟନାୟକ)

Who among the above personalities have been the Chief Justice of India?

ଉପରୋକ୍ତ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରୁ କେଉଁମାନେ ଭାରତର ମୁଖ୍ୟ ବିଚାରପତି ଥିଲେ?

(A)  I & III (I ଏବଂ III)

(B)  I & II (I ଏବଂ II

(C)  I & IV (I ଏବଂ IV)

(D)  II & IV (II ଏବଂ IV)

Answer:(C)

71. Tides are caused by gravitational pull of the:

କାହାର ମାଧ୍ୟାକର୍ଷଣୀୟ ଆକର୍ଷଣ କାରଣରୁ ଜୁଆର ସୃଷ୍ଟି ହୁଏ?

(A)  Moon on the Earth (ଚନ୍ଦ୍ର ପୃଥିବୀ ଉପରେ)

(B)  Earth on the Moon (ପୃଥିବୀର ଚନ୍ଦ୍ର ଉପରେ)

(C)  Earth on the Sun (ପୃଥିବୀର ସୂର୍ଯ୍ୟ ଉପରେ)

(D)  Sun and Moon on the Earth (ସୂର୍ଯ୍ୟ ଏବଂ ଚନ୍ଦ୍ର ପୃଥିବୀ ଉପରେ)

Answer:(D)

72. Dayananda Saraswati founded:

ଦୟାନନ୍ଦ ସରସ୍ୱତୀ କ’ଣ ପ୍ରତିଷ୍ଠା କରିଥିଲେ?

(A)  Bahujan Samaj (ବହୁଜନ ସମାଜ)

(B)  Brahmo Samaj (ବ୍ରାହ୍ମ ସମାଜ)

(C)  Arya Samaj (ଆର୍ଯ୍ୟ ସମାଜ)

(D)  Prathana Samaj (ପ୍ରାର୍ଥନା ସମାଜ)

Answer:(C)

73. Who among the following died in exile?

ନିମ୍ନିଲିଖିତ ମଧ୍ୟରୁ କିଏ ନିର୍ବାସନରେ ମୃତ୍ୟୁବରଣ କରିଥିଲେ?

(A)  Nana Saheb (ନାନା ସାହେବ)

(B)  Rani Laxmibai (ରାଣୀ ଲକ୍ଷ୍ମୀବାଇ)

(C)  Bahadur Shah Zafar (ବାହାଦୂର ଶାହା ଜଫର୍‌)

(D)  Tatya Tope (ତାନ୍ତିଆ ଟୋପେ)

Answer:(C)

74. Which tales are related with the painting and sculptures of Ajanta caves?

ଅଜନ୍ତା ଗୁମ୍ଫାରେ ଥିବା ଚିତ୍ରକଳା ଓ ମୂର୍ତ୍ତୀକଳା କେଉଁ କାହାଣୀ ସମ୍ୱନ୍ଧୀୟ?

(A)  Hitopadesha Tales (ହିତୋପଦେଶ କାହାଣୀ)

(B)  Panchatantra Tales (ପଞ୍ଚତନ୍ତ୍ର କାହାଣୀ)

(C)  Pentamerone Tales (ପେଣ୍ଟାମେରୋନ୍‌ କାହାଣୀ)

(D)  Jataka Tales (ଜାତକ କାହାଣୀ)

Answer:(D)

75. Name the place located at the confluence of Alaknanda and Mandakini rivers?

ଅଳକାନନ୍ଦା ଓ ମନ୍ଦାକିନୀ ନଦୀର ସଂଗମ ସ୍ଥଳର ନାକ କଣ?

(A)  Devprayag (ଦେବ ପ୍ରୟାଗ)

(B)  Badrinath (ବଦ୍ରୀନାଥ)

(C)  Rishikesh (ୠଷିକେଶ)

(D)  Rudraprayag (ରୁଦ୍ର ପ୍ରୟୋଗ)

Answer:(D)

76. Match the I with Lit-II and choose the correct answer from the codes given below the lists.

List-I                                             List-II

(Dance form)                               (State)

(a) Bharatnatyam                          (1) Tamil Nadu

(b) Kathak                                     (2) Kerala

(c) Kuchipudi                                (3) Andha Pradesh

(d) Mohiniyattam                          (4) Uttar Pradesh

ତାଲିକା I                                          ତାଲିକା II

(ନୃତ୍ୟ)                                             (ରାଜ୍ୟ)

(a) ଭାରତନାଟ୍ୟମ୍‌                               (1) ତାମିଲ୍‌ନାଡୁ

(b) କଥକ                                         (2) କେରଳ

(c) କୁଚିପୁଡି                                       (3) ଆନ୍ଧ୍ରପ୍ରଦେଶ

(d) ମୋହିନୀଆଟମ୍‌                             (4) ଉତ୍ତରପ୍ରଦେଶ

(A)  a-3; b-4; c-1; d-2

(B)  a-2; b-1; c-3; d-4

(C)  a-1; b-4; c-3; d-2

(D)  a-4; b-3; c-2; d-1

Answer:(C)

77. Which of the following pairs is not correctly matched?

Revolution                  Related to

(A)  Green                         Agriculture

(B)  Golden                       Horticulture

(C)  White                         Milk

(D)  Blue                           Poultry

ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍‌ ଯୋଡି ନୁହଁନ୍ତି ?

ବିପ୍ଳବ                ସଂପର୍କିତ

(A)  ସବୁଜ               କୃଷି

(B)  ସ୍ୱର୍ଣ୍ଣ                  ଉଦ୍ୟାନ କୃଷି

(C)  ଶ୍ୱେତ                ଦୁଗ୍‌ଧ

(D)  ନୀଳ                 ପାଳିତ କୃଷି

Answer:(D)

78. Which of the following pairs is not correctly matched?

States                         Main Language

(A)  Sikkim                       Tibetan

(B)  Goa                            Konkani

(C)  Meghalaya                 Khasi

(D)  Nagaland                   Angami

ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍‌ ଯୋଡି ନୁହଁନ୍ତି?

ରାଜ୍ୟ                           ମୁଖ୍ୟଭାଷା

(A)  ସିକିମ୍‌                           ତିବେତାନ୍‌

(B)  ଗୋଆ                          କୋଙ୍କଣୀ

(C)  ମେଘାଳୟ                      ଖାସୀ

(D)  ନାଗାଲାଣ୍ଡ୍‌                      ଅଙ୍ଗାମୀ

Answer:(A)

79. The state having shortest coastline in India is:

ଭାରତର କ୍ଷୁଦ୍ରତମ ତଟରେଖା ଥିବା ରାଜ୍ୟ:

(A)  West Bengal (ପଶ୍ଚିମବଙ୍ଗ)

(B)  Goa (ଗୋଆ)

(C)  Kerala (କେରଳ)

(D)  Odisha (ଓଡ଼ିଶା)

Answer:(B)

80. Who is the Supreme Commander of the Armed Forces in India?

ଭାରତରେ ସୈନ୍ୟବିହାନୀର ସର୍ବୋଚ୍ଚ ସେନାପତି କିଏ?

(A)  Vice President (ଉପରାଷ୍ଟ୍ରପତି)

(B)  General of Army (ସ୍ଥଳସେନା ମୁଖ୍ୟ)

(C)  Defence Minister (ପ୍ରତିରକ୍ଷା ମନ୍ତ୍ରୀ)

(D)  President (ରାଷ୍ଟ୍ରପତି)

Answer:(D)

PART-III

ENGLISH: 40 Marks

Instructions: Each question under this part carries ONE mark. Please read each question carefully and answer them by selecting the right one out of the multiple answers given below each as A, B, C & D.

There shall be negative marking @ 0.5 mark per question for wrong/multiple answers.

Instructions for questions No. 81 to 85:

Fill in the blanks with correct from of the verb.

81. A pair of shoes ______ lying in he corner.

(A)  am

(B)  are

(C)  were

(D)  is

Answer:(D)

82. It is you who ______ cheated me.

(A)  have

(B)  is

(C)  has

(D)  was

Answer:(A)

83. Neither of the boys _______ won a prize.

(A)  are

(B)  have

(C)  has

(D)  was

Answer:(C)

84. Sixty years _____ a long time for a country to grow and prosper.

(A)  shall

(B)  is

(C)  are

(D)  were

Answer:(B)

85. The crew ______ rescued from the sunken ship.

(A)  am

(B)  was

(C)  is

(D)  were

Answer:(D)

86. The word ‘insolvent’ means

(A)  bankrupt

(B)  rich

(C)  dangerous

(D)  notorious

Answer:(A)

87. Morning shows the day.

(Choose the appropriated Odia Meaning of the above English proverb)

(A)  ଧିର ପାଣି ପଥର କାଟେ ।

(B)  ଅର୍ଥ ଅନର୍ଥର ମୂଳ ।

(C)  ତୁଳସୀ ଦୁଇପତ୍ରରୁ ବାସେ ।

(D)  ଜୋର୍‌ ଯାହାର, ମୂଲକ ତାହାର ।

Answer:(C)

88. He was born with a silver spoon in his mouth.

(Find out the appropriate meaning of the above sentence)

(A)  He was born with congenital disorder in his mouth.

(B)  He was born in a rich family.

(C)  He was born in a poor family.

(D)  He was born in a middle-class family.

Answer:(B)

89. ପାପଧନ ପ୍ରାୟଶ୍ଚିତରେ ଯାଏ

(Translate the above proverb in Odia into English.)

(A)  Ill got, ill spent.

(B)  A penny saved is a penny gained.

(C)  As you sow, you reap.

(D)  Take care of the pence and the pounds will take care of themselves.

Answer:(A)

90. Raja Ram Mohan Roy was an atheist.

(Choose the correct meaning of the underlined word.)

(A)  non-believer in God

(B)  reformer

(C)  rebel

(D)  believer in God

Answer:(A)

Instructions for questions No. 91 to 93:

Fill in the blanks with appropriate prepositions.

91. Beware ______ the pickpockets.

(A)  at

(B)  from

(C)  of

(D)  into

Answer:(C)

92. I prefer death _____ dishonour.

(A)  in

(B)  than

(C)  from

(D)  to

Answer:(D)

93. He could not comply _____ my demand.

(A)  against

(B)  to

(C)  with

(D)  upon

Answer:(C)

94. I could not lay by anything for future due to my family compulsions.

(Choose the correct meaning of the underlined phrase.)

(A)  plan

(B)  save

(C)  utilise

(D)  gain

Answer:(B)

95. The Commission decided to abolish the prevailing system of recruitment examination.

(Choose the appropriate phrasal verb of the underlined word)

(A)  put forth

(B)  deal with

(C)  deal in

(D)  do away with

Answer:(D)

Instructions for questions No. 96 to 98:

Find out the sentence which is grammatically correct.

96. 

(A)  He is senior than me for two years.

(B)  He is senior than me by two years.

(C)  He is more senior than me by two years.

(D)  He is senior to me by two years.

Answer:(D)

97.

(A)  I as well as John am to blame.

(B)  I as well as John is to blame.

(C)  I as well as John are to blame.

(D)  I as well as John were to blame.

Answer:(C)

98.

(A)  The lion is the beast of prey.

(B)  Lion is beast of prey.

(C)  Lion is a beast of prey.

(D)  The lion is a beast of prey.

Answer:(D)

99. ‘Autobiography’ means:

(A)  A person’s own hand-writing

(B)  The history of the life of a person

(C)  The record of one’s life written by himself

(D)  A piece of writing or speech in praise of a person

Answer:(B)

100. Happiness or sadness is transitory in human life.

(Find out the correct meaning of the underlined word.)

(A)  inevitable

(B)  permanent

(C)  pre-fixed

(D)  short-lived

Answer:(D)

101. A person who lives at the same time with another:

(Substitute one word for the above)

(A)  adjutant

(B)  contemporary

(C)  accomplice

(D)  activist

Answer:(B)

102. Prevention is better than

(Choose the correct part of speech of the underlined word)

(A)  adverb

(B)  verb

(C)  noun

(D)  adjective

Answer:(C)

103. The man was beaten black and blue by the villagers.

(Choose the correct meaning of the underlined phrase)

(A)  occasionally

(B)  slowly

(C)  moderately

(D)  severely

Answer:(D)

104. The statement of the Principal was communicated to all in black and white.

(Choose the correct meaning of the underlined phrase)

(A)  protest

(B)  writing

(C)  speech

(D)  vain

Answer:(B)

Instructions for questions No. 105 to 107 :

Transform the sentences into Indirect speech.

105. He said to me, “May you be happy.”

(A)  He said to me that I might be happy.

(B)  He said to me that I may be  happy.

(C)  He wished me that I might be  happy.

(D)  He wished me that you might be happy.

Answer:(C)

106. Rama said to me, “Are you going there?”

(A)  Rama said to me whether you were going there.

(B)  Rama said to me that you were going there.

(C)  Rama asked me whether I was going there.

(D)  Rama asked me whether you were going there.

Answer:(C)

107. The teacher said to me, “You are wrong.”

(A)  The teacher told me that I was wrong.

(B)  The teacher said to me that you were wrong.

(C)  The teacher told me that you were wrong.

(D)  The teacher told me that he was wrong.

Answer:(A)

108. _____ sun rises in ______ east.

(Fill in the blanks with appropriate Articles.)

(A)  A, the

(B)  A, an

(C)  The, the

(D)  The, an

Answer:(C)

109. What is the feminine gender of ‘fox’?

(A)  vixen

(B)  bitch

(C)  ewe

(D)  heifer

Answer:(A)

110. The room needs repairing.

(Change the voice of the sentence.)

(A)  The room has been repaired.

(B)  The room needs to be repaired.

(C)  Repairing is needed for the room.

(D)  The room is being repaired.

Answer:(B)

Instructions for questions No. 111 to 115:

Read the following passage and answer the questions given below.

Socrates, the great Greek philosopher, stayed in prison for thirty days before he was finally executed. During this period of confinement, his friends and pupils used to visit him regularly. They always found him in calm and cheerful mood. He talked and taught his pupils as usual. He had to fear of death. One of his pupils bribed the jailor to let Socrates escape from the prison. But Socrates wouldn’t. On the day of execution, his friends and pupils were in tears, but he was seen calm and cheerful as before. The Greeks used to execute people by making them drink a deadly poison called ‘hemlock’. To every body’s utter surprise, Socrates took the cup of hemlock and drank it like a glass of water. At last, Socrates went calmly to death without weeping or complaining.

111. What is the meaning of the underlined word in the passage?

(A)  depression

(B)  unhappiness

(C)  excitement

(D)  imprisonment

Answer:(D)

112. How did the friends and pupils of Socrates find him in the prison?

(A)  dejected and unhappy

(B)  angry and agitated

(C)  calm and cheerful

(D)  worried and sorrowful

Answer:(C)

113. How did Socrates behave with his pupils in the prison?

(A)  did not behave well with his pupils

(B)  talked and taught his pupils as usual

(C)  did not talk and teach his pupils

(D)  told his pupils to arrange for his escape

Answer:(B)

114. How did the Greeks execute people?

(A)  by making them drink hemlock

(B)  by hanging

(C)  by beating

(D)  by beheading

Answer:(A)

115. How did Socrates face the death?

(A)  repenting and cursing

(B)  calmly without weeping or complaining

(C)  angrily protesting

(D)  crying and shouting

Answer:(B)

Instructions for questions No. 116. to 120 :

Fill in the blanks with appropriate and correctly spelt words.

116. Gandhiji’s death was an ______ loss to the country.

(A)  irriparable

(B)  irrepairable

(C)  irepairable

(D)  irreparable

Answer:(D)

117. The patient is admitted in hospital for acute ________.

(A)  dyrrhoea

(B)  diarhoea

(C)  diarrhoea

(D)  diarrhia

Answer:(C)

118. The boy was punished for _____ of similar mistakes.

(A)  repetition

(B)  repitition

(C)  repeatation

(D)  repitation

Answer:(A)

119. Any _____ or _____ in the affidavit will attract penalty.

(A)  ommission, commission

(B)  ommission, commission

(C)  omission, commission

(D)  omission, comission

Answer:(C)

120. The terrible news of Indira Gandhi’s_____ spread like a flash of lightening across the world:

(A)  asasination

(B)  asassination

(C)  assasination

(D)  assassination

Answer:(B)

PART-IV

ODIA : 20 Marks

ନିର୍ଦ୍ଦେଶବଳୀ : ଏହି ଭାଗର ପ୍ରତ୍ୟେକ ପ୍ରଶ୍ନର ସଠିକ୍‌ ଉତ୍ତର ପାଇଁ ଏ ମାର୍କ ରହିଛି । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ଯତ୍ନ ସହକାରେ ପଢନ୍ତୁଏବଂ ତା ତଳେ ଦିଆଯାଇଥିବା ଉତ୍ତରମାନଙ୍କ ମଧ୍ୟରୁ ସର୍ବୋତ୍ତମ ଉତ୍ତର ନିର୍ଣ୍ଣୟ କରନ୍ତୁ ।

ଭୁଲ ଉତ୍ତର କିମ୍ୱା ଏକାଧିକ ଉତ୍ତର ପାଇଁ ପ୍ରଶ୍ନ ପିଚ୍ଛା ୦.୫ ମାର୍କ ଲେଖାଏଁ ବିୟୋଗ କରାଯିବ ।

121. ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଯୌଗିକ ବାକ୍ୟ ଅଟେ ।

(A)  ଦରକାର ସମୟରେ ଯେ ସାହାଯ୍ୟ କରେ, ତାକୁ ପ୍ରକୃତ ବନ୍ଧୁ କୁହାଯାଏ ।

(B)  ଆମ ସାହିତ୍ୟ ଶିକ୍ଷକ ଜଣେ ଜ୍ଞାନୀ ବ୍ୟକ୍ତି ।

(C)  ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନଥିଲା ।

(D)  ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢିପାରିଲା ନାହିଁ ।

Answer:(D)

122. ଶୁଦ୍ଧ ଶବ୍ଦଟି ବାଛ ।

(A)  ସୌଜନ୍ୟ

(B)  ଐକ୍ୟତା

(C)  ସୌଜନ୍ୟତା

(D)  କାର୍ପଣ୍ୟତା

Answer:(A)

123. ଇଂରଜୀ ଶବ୍ଦ ‘‘Inhabitable’’ ର ଅର୍ଥ କଣ ?

(A)  କେତେବେଳେ ବାସ  ଯୋଗ୍ୟ ତ କେତେବେଳେ ବାସ ଅଯୋଗ୍ୟ

(B)  ରହିବା ଯୋଗ୍ୟ

(C)  ରହିବା ଅଯୋଗ୍ୟ

(D)  ଘର ଭିତରେ ଥିବା ଟେବୁଲ୍‌

Answer:(B)

124. ଶବ୍ଦ-ପ୍ରତିଶବ୍ଦ ଥିବା ଯୋଡିଟି ବାଛ ।

(A)  ଜୀବନ-ଯାପନ

(B)  ଅର୍ଥ-ଅନର୍ଥ

(C)  ସମୂଦ୍ର-ସାଗର

(D)  ସରସ-ସୁନ୍ଦର

Answer:(C)

125. କେଉଁ ସ୍ଥାନଟି ଅସହାୟ ବୁଢାବୁଢୀମାନଙ୍କ ପାଇଁ ଉବ୍ଦିଷ୍ଟ ?

(A)  ପାଛନିବାସ

(B)  ଜରାଜୀର୍ଣ୍ଣ ସ୍ଥାନ

(C)  ଅନାଥାଶ୍ରମ

(D)  ଜରାନିବାସ

Answer:(D)

ପ୍ର. (126-130) ନିମ୍ନଲିଖିତ ଅନୁଚ୍ଛେଦଟି ପଢି ଉତ୍ତର ଦିଅ ।

ଆମର ଏଇ ପୃଥିବୀରେ ଅସମାନତାକୁ ସମାନ କରିବା ବିଷୟ  ଯେତେ କୁହାଯାଇ ଆସୁଥିଲେ ହେଁ ତାହା ହୋଇପାରୁନାହିଁ; ବରଂ ମନୁଷ୍ୟ ମନୁଷ୍ୟଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଅସମାନତା ବଢିଚାଲିଛି । ବିଶେଷ କରି ଧନ ସଂପତ୍ତିକୁ ନେଇ ଅସମାନତାର ଖାଇ କ୍ରମେ ବଢ ହୋଇ ହୋଇ ଚାଲିଛି । ତେଣୁ ଦୂରତା ମଧ୍ୟ ବୃଦ୍ଧି ପାଉଛି । ଏହା କେବଳ ମନୁଷ୍ୟ ମନୁଷ୍ୟ ଭିତରେ ନୁହେଁ; ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ମଧ୍ୟ ବଢିଚାଲିଛି । ନିକଟରେ ସାର୍ବଜନୀନ ହୋଇଥିବା ‘‘ବିଶ୍ୱ ଅସମାନତା ରିପୋର୍ଟ ୨୦୨୨’’ ରେ ବିଭିନ୍ନ ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି ‘‘ଓ୍ୱାର୍ଲଡ ଇନ୍‌ଇକ୍ୱାଲିଟି ଲ୍ୟାବ୍‌’’ ର ସହ ନିର୍ଦ୍ଦେଶକ ଲୁକାସ୍‌ ଚାନ୍‌ସେଲ୍‌ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍‌ ପିକେଟି, ଏମାନୁଏଲ୍‌ ସଏଜ୍‌ ଓ ଗାବ୍ରିଏଲ୍‌ ଜୁକ୍‌ମ୍ୟାନ୍‌ । ଏମାନେ ବିଶ୍ୱର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି । ଆୟକୁ ଯଦି ଦେଖାଯାଏ, ବିଶ୍ୱ ଜନସଂଖ୍ୟାର ୧୦ ଶତାଂଶ ଧନୀଲୋକଙ୍କ ନିକଟରେ ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶିତ ସଂପତ୍ତି ରହିଛି । ଅନ୍ୟପକ୍ଷରେ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ମାତ୍ର ୮.୫ ଶତାଂଶ ଆୟ କରୁଛନ୍ତି । ସଂପତ୍ତି ଅସମାନତା କ୍ଷେତ୍ରରେ ଏହି ଚିତ୍ର ଆହୁରି ଦୟନୀୟ । ବିଶେଷତଃ ଭାରତରେ ଅସମାନତାର ଅବସ୍ଥା ଅତି ସାଙ୍ଘାତିକ କହିଲେ ଅତିଶୟୋକ୍ତି ହେବ ନାହିଁ । ଏହି ରିପୋର୍ଟରେ ଭାରତକୁ ‘‘ଗରିବ ଏବଂ କେତେ ଧନୀ ଅଭିଜାତଙ୍କ ଅତି ଅସମାନ ଦେଶ’’ ବୋଲି ଆଖ୍ୟା ଦିଆଯାଇଛି । ଏହାର କାରଣ ସ୍ୱରୂପ ଏଥିରେ ଯେଉଁ ତଥ୍ୟାବଳି ଦିଆଯାଇଯାଇଛି, ତାକୁ ସହଜରେ ଏଡାଇ ଦେଇ ହେବ ନାହିଁ । ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ । ନିମ୍ନରେ ରହିଥବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ ରହିଛି ଜାତୀୟ ଆୟର ମାତ୍ର ୧୩ ଶତାଂଶ । ମଧ୍ୟବିତ୍ତଙ୍କ ସ୍ଥିତି ମଧ୍ୟ ଏଠାରେ ଆଦୌ ସନ୍ତୋଷଜନକ ନୁହେଁ, ବରଂ ସେମାନେ ମଧ୍ୟ ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଗରିବ । ସେମାନଙ୍କ ନିକଟରେ ଜାତୀୟ ଆୟର ମାତ୍ର ୨୯.୫ ଶତାଂଶ ହିଁ ରହିଛି । ହାରାହାରି ଆୟକୁ ଦେଖିଲେ ଦେଶର ଲୋକଙ୍କ ମଧ୍ୟରେ ଆୟର ଅସମାନତାକୁ ମଧ୍ୟ ଆମେ ସହଜରେ ବୁଝିପାରିବା । ୨୦୨୧ ରେ ଭାରତର ବୟସ୍କ ଜନସଂଖ୍ୟାଙ୍କ ବାର୍ଷିକ ହାରାହାରି ଜାତୀୟ ଆୟ ୨ ଲକ୍ଷ ଟଙ୍କାରୁ ସମାନ୍ୟ ଅଧିକ । ଅନ୍ୟପକ୍ଷରେ ଶୀର୍ଷ ୧୦ ଶତାଂଶ ଲୋକଙ୍କ ହାରାହାରି ଆୟ ୧୧.୬ ଲକ୍ଷ ହୋଇଥିବା ବେଳେ ନିମ୍ନ ୫୦ ଶତାଂଶଙ୍କ ଆୟ ମାତ୍ର ୫୩ ହଜାର ଟଙ୍କା । ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୍ୟ ତଥ୍ୟ ଦିଆଯାଇଛି । ଆମ ଦେଶର ଏକ ଉଦାହରଣ ନେବା । ମୋଟ ଜାତୀୟ ଆୟର ୧୮ ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ୱର ଅନ୍ୟତମ ନ୍ୟୁନ ଭାଗୀଦାରିତା । ମଧ୍ୟପୂର୍ବରେ କେବଳ ଏହା ନ୍ୟୁନତମ (୧୫%) ହୋଇଥିବାବେଳେ ଚୀନ ବ୍ୟତିରେକେ ହିସାବ କରାଯାଇଥିବା ଏସିଆ (୨୧%) ତୁଳନାରେ ମଧ୍ୟ ଏହା କମ୍‌ । ଏସବୁ ଅସମାନତାର ଗଭୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ରହିଛି । ଦେଶର ନିମ୍ନ ୫୦ ଭାଗ ଜନସାଧାରଣ ମୋଟ ଆୟ ଓ ସଂପତ୍ତିର କେବଳ ଏକ କ୍ଷୁଦ୍ର ଭାଗର ଅଂଶୀଦାର ହୋଇଥିବାରୁ ସେମାନେ ଗରିବ । କେନ୍ଦ୍ର ସରକାରଙ୍କ ନିଜର ତଥ୍ୟ ଅନୁସାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ବିଷୟଗୁଡିକୁ ନେଇ ଯଦି ଗଣନା କରାଯାଏ, ତେବେ ଦେଶର ଜନସଂଖ୍ୟାର ୨୫ ଭାଗରୁ ଅଧିକ ଲୋକ ଦରିଦ୍ର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଅସମାନତାର ପ୍ରଭାବ ବେଶି ପଡିଥାଏ ଶିଶୁ, ମହିଳା ଓ ଯୁବବର୍ଗ ଉପରେ । ଏମାନଙ୍କ ସଂଖ୍ୟା ହିଁ ଅଧିକ ହୋଇଥିବାରୁ ସାମାଜିକ ସ୍ତରରେ ମଧ୍ୟ ଅସମାନତାର କୁପ୍ରଭାବ ଅଧିକ ଅନୁଭୂତ ହେବା ସ୍ୱାଭାବିକ । ବଡ ବିଡମ୍ୱନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୍ୟ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । କେବଳ ସଂପତ୍ତିର ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ, ଧନୀ, ସେମାନେ ମଧ୍ୟ ବିଦେଶର ବଡ ବଡ କଂପାନୀ ଓ ବ୍ୟାଙ୍କ୍‌ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି । ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି ।

126. ଗାବ୍ରିଏଲ୍‌ ଜୁକ୍‌ମ୍ୟାନ୍‌ କିଏ ?

(A)  ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ

(B)  ଓ୍ୱାର୍ଲଡ୍‌ ଇନ୍‌ଇକ୍ୱାଲିଟି ଲ୍ୟାବ୍‌ର ଲେଖକ

(C)  ଓ୍ୱାର୍ଲଡ୍‌ ଇନ୍‌ଇକ୍ୱାଲିଟି ଲ୍ୟାବ୍‌ର ସହ ନିର୍ଦ୍ଦେଶକ

(D)  ଜଣେ ବିଶିଷ୍ଟ ଲେଖକ

Answer:(A)

127. ଭାରତର ମୋଟ ଜାତୀୟ ଆୟର କେତେ ଶତାଂଶ ପୁରୁଷମାନଙ୍କ ଶ୍ରମରୁ ଆସିଥାଏ?

(A)  82%

(B)  18%

(C)  57%

(D)  29.5%

Answer:(A)

128. ଉପରୋକ୍ତ ପରିଚ୍ଛେଦରେ ବର୍ଣ୍ଣନା ହେଇଥିବା ଅସମାନତା ରିପୋର୍ଟ କେଉଁ ଆଧାରରେ ପ୍ରସ୍ତୁତ କରାଯାଇଛି ?

(A)  ବିଭିନ୍ନ ଦେଶର ମହିଳା-ପୁରୁଷ ବିଭେଦ ଆଧାରରେ

(B)  ବିଭିନ୍ନ ଦେଶର ଆୟବ୍ୟୟ ଆଧାରରେ

(C)  ବିଭିନ୍ନ ଦେଶର ଧନଜୀବନ ଆଧାରରେ

(D)  ବିଭିନ୍ନ ଦେଶର ଆୟ ଓ ସଂପତ୍ତି ଆଧାରରେ

Answer:(D)

129. ଠିକ୍‌ ବାକ୍ୟଟି ବାଛ ।

(A)  ଭାରତର ଧନୀ ୧ ପ୍ରତିଶତ ଲୋକ ସମଗ୍ର ଦେଶର ଆୟର ୨୨ ଶତାଂଶ ରୋଜଗାର କରୁଛନ୍ତି ।

(B)  ବିଶ୍ୱର ୧୦ ଶତାଂଶ ଧନୀଲୋକଙ୍କ ପାଖରେ ବିଶ୍ୱର ୫୨ ଶତାଂଶ ସଂପତ୍ତି ଅଛି ।

(C)  ଉଭୟ (A) ଓ (B) ଠିକ୍‌ ।

(D)  କେଉଁଟି ବି ଠିକ୍‌ ନୁହେଁ ।

Answer:(C)

130. ଭାରତ କେଉଁ ଲୋକମାନଙ୍କ ସେବାରୁ ବଞ୍ଚିତ ହେଉଛି ?

(A)  ଦରିଦ୍ରମାନଙ୍କର

(B)  ଧନୀ ଓ ଜ୍ଞାନୀ

(C)  ଠିକାଦାର ଓ ବ୍ୟବସାୟୀ

(D)  ଶିଶୁ, ମହିଳା ଓ  ଯୁବବର୍ଗ

Answer:(B)

131. ‘‘ଜମିଦାରଙ୍କ ବଡ ପୁଅ ସୁରେନ୍ଦ୍ର ଏ ମନ୍ଦିର ତୋଳିଛନ୍ତି’’ । ଏହି ବାକ୍ୟରେ କର୍ତ୍ତା କିଏ ?

(A)  ଜମିଦାର

(B)  ସୁରେନ୍ଦ୍ର

(C)  ପୁଅ

(D)  ବଡ ପୁଅ

Answer:(B)

132. ହରି କହିଲା, ‘‘ମୁଁ ଯାତ୍ରା ଦେଖେ ନାହିଁ’’ । ଏହି ପ୍ରତ୍ୟକ୍ଷ ଉକ୍ତିକୁ ପରୋକ୍ଷ ଭକ୍ତିରେ ପରିଣତ କର ।

(A)  ହରି ଯାତ୍ରା ଦେଖେ ନାହିଁ ବୋଲି ମୁଁ କହିଲି ।

(B)  ହରି କହିଲା ମୁଁ ଯାତ୍ରା ଦେଖେ ନାହିଁ ।

(C)  ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା ।

(D)  ମୁଁ ଯାତ୍ରା ଦେଖେ ନାହିଁ ବୋଲି ହରି କହିଲା ।

Answer:(C)

133. ଭୁଲ ଶବ୍ଦ ଥିବା ବାକ୍ୟଟି ବାଛ ।

(A)  ମଦ ପିଉଥିବା ଯୋଗୁଁ ସେ କାମରୁ ବହିଷ୍କୃତ ହେଲେ ।

(B)  ଭଲ କାମ କଲେ ପୁରସ୍କାର ମିଳିଥାଏ ।

(C)  କଲମ୍ୱସ ଆମେରିକା ଆବିଷ୍କାର କରିଥିଲେ ।

(D)  ପତ୍ନୀ ବିରହ ଯୋଗୁଁ ସେ ଅବଷାଦରେ କାନ୍ଦିବାକୁ ଲାଗିଲେ ।

Answer:(D)

134. ଶୁଦ୍ଧ ଶବ୍ଦ ଦୁଇଟିକୁ ବାଛ ।

(A)  ଶିକାର, ଶିକ୍ଷୟିତ୍ରୀ

(B)  ଶୀକାର, ଶିକ୍ଷୟତ୍ରୀ

(C)  ଶୀକାର, ଶିକ୍ଷୟିତ୍ରୀ

(D)  ଶିକାର,  ଶିକ୍ଷୟତ୍ରୀ

Answer:(A)

135. ‘‘ମାନଚିତ୍ତ୍ର ପଠନ ଦ୍ୱାରା ଭୌଗଳିକ ଜ୍ଞାନ ବୁଦ୍ଧି ହୁଏ ।’’ ଏହି ବାକ୍ୟରେ କେତୋଟି ଅଶୁଦ୍ଧ ଶବ୍ଦ ଅଛି ?

(A)  4

(B)  1

(C)  2

(D)  3

Answer:(D)

136. ଠିକ୍‌ ରୂଢି ଦ୍ୱାରା ନିମ୍ନଲିଖିତ ବାକ୍ୟର ଶୂନ୍ୟ ସ୍ଥାନ ପୂରଣ କର ।

‘‘ତାଙ୍କର ———- ନୀତି ତାଙ୍କ ବିଫଳତାର କାରଣ’’ ।

(A)  ହୁଙ୍କାପିଟା

(B)  ଆକାଶ କୁସୁମ

(C)  ଜୀବନ ମୂର୍ଚ୍ଛା

(D)  ଗୋବର ଗଣେଶ

Answer:(A)

137. ‘‘ଏକା ମାଘକେ ଶୀତ ଯାଏ ନାହିଁ’’ ଲୋକବାଣୀର ଅର୍ଥ କଣ ?

(A)  କଷ୍ଟେ ମଷ୍ଟେ ବଞ୍ଚି ରହିବା

(B)  ଥରେ ଭୁଲ୍‌ ହେଲେ ତାକୁ ସୁଧାରି ହୁଏ ନାହିଁ

(C)  ଦୁର୍ଯୋଗ କେବଳ ଥରେ ଆସେ ନାହିଁ

(D)  ଅସୁବିଧାର ସମ୍ମୁଖିନ ହେବା

Answer:(C)

138. ‘‘ଅବିସ୍ମରଣୀୟ’’ ଶବ୍ଦର ଅର୍ଥ କଣ ?

(A)  ଯାହା ସ୍ମରଣ କରାଯାଇପାରେ ନାହିଁ

(B)  ଯାହା ଭୁଲି ହୁଏ ନାହିଁ

(C)  ଯାହା ମନେ ରଖି ହୁଏ ନାହିଁ

(D)  ଯାହା ଅବିଶ୍ୱାସ କରି ହୁଏ ନାହିଁ

Answer:(A)

139. ମୃତ୍ୟୁ ପରେ ଶବର ଯେଉଁ ଡାକ୍ତରୀ ମାଇନା କରାଯାଏ ତାକୁ ଇଂରାଜୀରେ କଣ କୁହାଯାଏ ?

(A)  post-nuptial

(B)  post-partem

(C)  post-mortem

(D)  post-natal

Answer:(C)

140. ନିମ୍ନଲିଖିତ କେଉଁ ଶବ୍ଦଟି ଏକ ବୈଦେଶିକ ଶବ୍ଦ ନୁହେଁ ?

(A)  ପୁଲିସ୍‌

(B)  ସାହସ

(C)  ଇସାରା

(D)  ନୋଟିସ୍‌

Answer:(B)

PART-V

COMPUTER : 40 Marks

Instructions: Each question under this part carries ONE mark. Please read each question carefully and answer them by selecting the right one out of the multiple answers given below each as A, B, C & D.

There shall be negative marking @ 0.5 mark per question for wrong/multiple answers.

141. In MS – Word every command is available in :

(A)  Software

(B)  Printer

(C)  Letter

(D)  Menu

Answer:(D)

142. Editing a document consists of reading through the document you’ve created, then ______.

(A)  Saving it

(B)  Printing it

(C)  Deleting it

(D)  Correcting any errors

Answer:(D)

143. In word, you can use Word Art to:

(A)  Save Text

(B)  Make Copies

(C)  Delete Text

(D)  Format Text

Answer:(D)

144. Which among the following print commands should be selected to print first 5, pages of document:

(A)  From _to_

(B)  Page Setup

(C)  Page Control

(D)  Print All

Answer:(A)

145. What is the default font in MS Word?

(A)  Gothic Bold

(B)  Arial

(C)  Time New Roman

(D)  Calibri (Body)

Answer:(D)

146. One cell format can be copied to another cell by using:

(A)  Format Painter

(B)  Format Showing

(C)  Format Setting

(D)  Format Checking

Answer:(A)

147. In Excel, each sheet in a workbook is displayed as:

(A)  Arrow

(B)  Tab

(C)  Marker

(D)  None of these

Answer:(B)

148. What do you use to create a chart in Excel?

(A)  Excel Wizard

(B)  Pie Wizard

(C)  Chart Wizard

(D)  Data Wizard

Answer:(C)

149. In a spreadsheet, which button do you click to add up a series of numbers?

(A)  The total button

(B)  The AutoSum button

(C)  The Formula button

(D)  The quick total button

Answer:(B)

150. Which function is use to display the current date and time in a cell?

(A)  Current

(B)  Today

(C)  Now

(D)  Day

Answer:(C)

151. Which function is used to join two cells in Excel?

(A)  Align

(B)  Join cells

(C)  Merge & Centre

(D)  Wrap Text

Answer:(C)

152. In Excel, Columns are labeled as _______.

(A)  $A$1, $B$2

(B)  A,B,C…

(C)  A1, A2, A3..

(D)  1,2,3…

Answer:(C)

153. How many sheets are there, by default, when we create new Excel file?

(A)  4

(B)  1

(C)  2

(D)  3

Answer:(D)

154. _______ displays each slide of the PPT as a thumbnail and is used to rearrange them.

(A)  Slide Display

(B)  Slide Show

(C)  Slide Sorter

(D)  Slide Design

Answer:(C)

155. Which shortcut key is used to exit from the slideshow?

(A)  Esc

(B)  Enter

(C)  Shift

(D)  Alt

Answer:(A)

156. Which file format can be added to a PowerPoint view?

(A)  .wav

(B)  .gif

(C)  .jpg

(D)  All of these

Answer:(D)

157. Which of the following is not one of PowerPoint view?

(A)  Slide view

(B)  Slide Show view

(C)  Presentation view

(D)  Outline View

Answer:(D)

158. In PowerPoint presentation:

(A)  Movie clips can be inserted but not sound clips

(B)  Sound clips can be inserted but not movie clips

(C)  Both cannot be inserted

(D)  Both can be inserted

Answer:(D)

159. The slide that is used to introduce a topic and set the tone for the presentation is called the:

(A)  Title Slide

(B)  Table Slide

(C)  Graph Slide

(D)  Bullet Slide

Answer:(A)

160. What is the default page setup orientation of slide in PowerPoint?

(A)  Portrait

(B)  Vertical

(C)  Landscape

(D)  None of these

Answer:(C)

161. Power Point Presentations are widely used as:

(A)  Communication of planning

(B)  Note Outline for teachers

(C)  Project Presentation by students

(D)  All of these

Answer:(D)

162. What is the best way to create another copy of a slide?

(A)  Redo everything on the new slide that you had done on the previous slide

(B)  Click the slide, Press Ctrl + A and paste in new slide

(C)  From insert Menu choose Duplicate Slide

(D)  None of these

Answer:(C)

163. _______ is processed by the computer into information.

(A)  Output

(B)  Processor

(C)  Numbers

(D)  Data

Answer:(D)

164. Computer Virus is a:

(A)  Freeware

(B)  Hardware

(C)  Software

(D)  Bacteria

Answer:(C)

165. What is Backup?

(A)  Connection of one network to more component

(B)  Filter an old data from new data

(C)  Copy to save a data from original source to other destination

(D)  Access data from tape

Answer:(C)

166. What is called the starting up on operating system?

(A)  Booting

(B)  Entering

(C)  Formatting

(D)  Starting

Answer:(A)

167. What is the shortcut key for the Refresh?

(A)  F4

(B)  F2

(C)  F3

(D)  F5

Answer:(D)

168. If the displayed system time and date is wrong, you can reset it using:

(A)  Calender

(B)  Write

(C)  Write File

(D)  None of these

Answer:(A)

169. Windows displays various options to shutdown. Which is suitable at the end of day?

(A)  Restart

(B)  Shut Down

(C)  Sleep

(D)  Hibernate

Answer:(C)

170. The two kinds of main memory in a computer are:

(A)  Cache and Virtual

(B)  Direct and Sequential

(C)  Primary and Secondary

(D)  Soft Disk and Hard Disk

Answer:(C)

171. Which of these programs will you choose to write a letter to the head of an institution?

(A)  Graphic Processor

(B)  Notepad

(C)  Word Processor

(D)  Spreadsheet

Answer:(C)

172. VIRUS stands for:

(A)  Virus Information Resource Under Siege

(B)  Vital Information Resources Under Siege

(C)  Very Important Resource Under Siege

(D)  Vital Information Resource Under System

Answer:(B)

173. What is the full form of e-mail?

(A)  Electronic Mail

(B)  Electric Mail

(C)  Electromagnetic Mail

(D)  None of these

Answer:(A)

174. Which platform can you use for online meeting?

(A)  Microsoft Teams

(B)  Zoom

(C)  Google Meet

(D)  All of the above

Answer:(D)

175. The crime of stealing a password is called:

(A)  Spoofing

(B)  Spooling

(C)  Surfing

(D)  Browsing

Answer:(A)

176. WAN stands for ________

(A)  Wireless Area Network

(B)  Wired Area Network

(C)  Wide Area Network

(D)  Wide Array net

Answer:(C)

177. Web pages are written using:

(A)  URL

(B)  FTP

(C)  HTTP

(D)  HTML

Answer:(C)

178. Unsolicited e-mail is called a______

(A)  Usenet

(B)  Spam

(C)  Backbane

(D)  Newsgroup

Answer:(B)

179. Which facility can you use in MS Word to merge and print multiple documents?

(A)  Print Preview

(B)  Print Merge   

(C)  Mail Merge

(D)  None of the above

Answer:(C)

180. What programme is used in MS Word to check the spellings?

(A)  Outlook Express

(B)  Speller

(C)  Spellcheck

(D)  None of above

Answer:(C)

© Copyright Entrance India - Engineering and Medical Entrance Exams in India | Website Maintained by Firewall Firm - IT Monteur